Get Updates
Get notified of breaking news, exclusive insights, and must-see stories!

ଆଜି ପବିତ୍ର ଗଣେଶ ପୂଜା: ବିଦ୍ୟାଦାତାଙ୍କ ପୂଜା ପାଇଁ ଉତ୍ସବମୁଖର ଗାଁରୁ ସହର

ଆଜି ଭାଦ୍ରବ ମାସର ଶୁକ୍ଳପକ୍ଷ ଚତୁର୍ଥୀ ତିଥି । ପବିତ୍ର ଗଣେଶ ଚତୁର୍ଥୀ । ଭାଦ୍ରବ ମାସର ଶୁକ୍ଲ ପକ୍ଷର ଚତୁର୍ଥୀ ତିଥି ଗତକାଲି ଅଗଷ୍ଟ ମଧ୍ୟାହ୍ନରୁ ଆରମ୍ଭ ହୋଇ ଆଜି ଅପରାହ୍ନ 3:23 ରେ ଶେଷ ହେବ।

ଭୁବନେଶ୍ବର: ଆଜି ଭାଦ୍ରବ ମାସର ଶୁକ୍ଳପକ୍ଷ ଚତୁର୍ଥୀ ତିଥି । ପବିତ୍ର ଗଣେଶ ଚତୁର୍ଥୀ । ଭାଦ୍ରବ ମାସର ଶୁକ୍ଲ ପକ୍ଷର ଚତୁର୍ଥୀ ତିଥି ଗତକାଲି ଅଗଷ୍ଟ ମଧ୍ୟାହ୍ନରୁ ଆରମ୍ଭ ହୋଇ ଆଜି ଅପରାହ୍ନ 3:23 ରେ ଶେଷ ହେବ। ଏହି ସମୟରେ ମୂର୍ତ୍ତି ସ୍ଥାପନ ପାଇଁ ଉପଯୁକ୍ତ । ଗଣପତିଙ୍କ ସମସ୍ତ ବିଧି ଅନୁସାରେ ସକାଳୁ ପୂଜା ଆରମ୍ଭ କରାଯିବ ।

ganesh puja

ଦୁଇ ବର୍ଷର ବିରତି ପରେ ସମଗ୍ର ଦେଶରେ ଧୁମ୍‌ଧାମରେ ପାଳନ ହେବ ଗଣେଶ ପୂଜା । ଏନେଇ ସବୁଠି ଉତ୍ସବର ମାହୋଲ । ଗାଁରୁ ସହର, ସବୁଠି ଉତ୍ସାହର ସହିତ ଗଣପତିଙ୍କ ଆଗମନକୁ ଅପେକ୍ଷା କରିଛନ୍ତି ଲୋକେ । ଆଜି ଶିକ୍ଷାନୁଷ୍ଠାନରେ ମଧ୍ୟ ବିଦ୍ୟାଦାତାଙ୍କ ଆରାଧନା କରିବେ ଛାତ୍ରଛାତ୍ରୀ।

ଚଳିତ ବର୍ଷ ଗଣପତିଙ୍କର ଭିନ୍ନ ଭିନ୍ନ ମୂର୍ତ୍ତି ନିର୍ମାଣ କରାଯାଇଛି। ଏଥର ମୁମ୍ବାଇ ଲାଲ ବାଗଚା ରାଜା ଠାରୁ ଗାଁ ଗହଳିରେ ମଧ୍ୟ ଶ୍ରଦ୍ଧାଳୁ ଗଣପତି ବାପ୍ପାଙ୍କ ସାର୍ବଜନୀନ ଦର୍ଶନ କରିପାରିବେ। ଅନ୍ୟପଟେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାର୍ବଜନୀନ ସ୍ଥାନରେ ପୂଜା ମଣ୍ଡପ ଚଳଚଞ୍ଚଳ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+