ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କଲେ ଗଜପତି ମହାରାଜ, ଉତ୍ତରଦ୍ୱାର ବାହାରେ ଖୋଲିବ ଅନ୍ନକ୍ଷେତ୍ର

Puri News: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କଲେ ଗଜପତି ମହାରାଜ । ମନ୍ଦିର ଚତୁଃପାର୍ଶ୍ୱ ବୁଲି ଦେଖିଲେ ଏହି ସମୟରେ ତାଙ୍କ ସହ ଉପସ୍ଥିତ ଅଛନ୍ତି ପୁରୀ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଉତ୍ତର ଦ୍ୱାରା ବାହାରେ ଅନ୍ନକ୍ଷେତ୍ର କରିବାର ଯୋଜନା ରହିଛି । ଏନେଇ ସୂଚନା ଦେଇ ଗଜପତି ମହାରାଜ କହିଛନ୍ତି, ଭକ୍ତଙ୍କ ସଂଖ୍ୟା ବଢୁଥିବାରୁ ଆନନ୍ଦ ବଜାରରେ ପ୍ରସାଦ ସେବନ ସୁବିଧା ହୋଇ ପାରୁନାହିଁ । ସେଥିପାଇଁ ଉତ୍ତର ଦ୍ୱାର ବାହାରେ ବିଶିଷ୍ଟ ଜାଗାରେ ଅନ୍ନକ୍ଷେତ୍ର କରାଯିବାର ଯୋଜନା ରହିଛି । ଯେଉଁ ସ୍ଥାନରେ ଭକ୍ତମାନେ ସୁବିଧାରେ ମହାପ୍ରସାଦ ସେବ କରିପାରିବେ ।

Gajapati Maharaj

ହେଲେ ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି ହେବ ହେଲେ ମହାପ୍ରସାଦ ସେବନ ପାଇଁ ପ୍ରଶସ୍ତ ସ୍ଥାନ ଓ ଉତ୍ତମ ବ୍ୟବସ୍ଥା କରାଯିବ । ଏନେଇ ସରକାରଙ୍କ ସହ ଆଲୋଚନା କରାଯିବ । ସେହିପରି ଶ୍ରୀମନ୍ଦି ସ୍ଥାୟୀ କାର୍ଯ୍ୟାଳୟ ହେବ ପୂର୍ବଟିକୁ ଅଭ୍ୟର୍ଥନା କକ୍ଷ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+