ରାଗିଂ ଅଭିଯୋଗକୁ ଖଣ୍ଡନ କଲେ ପ୍ରଥମ ବର୍ଷର ଛାତ୍ର
ରେଭେନ୍ସା ଇଷ୍ଟ ହଷ୍ଟେଲ୍ରେ ରାଗିଂ ଅଭିଯୋଗ ଘଟଣା । ରାଗିଂ ଅଭିଯୋଗକୁ ଖଣ୍ଡନ କଲେ ପ୍ରଥମ ବର୍ଷର ଛାତ୍ର । ୟୁଜି ୧ମ ବର୍ଷ ଛାତ୍ରଙ୍କୁ ୩ୟ ବର୍ଷ ଛାତ୍ରଙ୍କ ରାଗିଂ ଅଭିଯୋଗ ହୋଇଥିଲା ।

ଇଷ୍ଟ୍ ହଷ୍ଟେଲ୍ରେ ରହୁଥିବା ୟୁଜି ପ୍ରଥମ ବର୍ଷର କିଛି ଛାତ୍ରଙ୍କୁ କିଛି ସିନିୟର୍ ଛାତ୍ର ରାଗିଂ କରିଥିବା ଅଭିଯୋଗକୁ ଆଧାର କରି କାର୍ଯ୍ୟନୁଷ୍ଠାନ । ବିଳମ୍ବିତ ରାତିରେ ଖବର ପାଇ ହଷ୍ଟେଲରେ ପହଞ୍ଚି ଥିଲେ କୁଳପତି, ୱାଡେନ୍ ଏବଂ ଅନ୍ୟାନ୍ୟ ଅଧ୍ୟାପକ। ଅଭିଯୋଗର ତଦନ୍ତ କରିବ ଏକ କମିଟି ।












Click it and Unblock the Notifications