୨ ଦିନ ପାଇଁ ବନ୍ଦ ହେଲା ଫୁରଲି ଝରଣ ଜଳପ୍ରପାତ
୨ ଦିନ ପାଇଁ ବନ୍ଦ ହେଲା କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଫୁରଲି ଝରଣଜ ଳପ୍ରପାତ । ଲଗାଣ ବର୍ଷା ଯୋଗୁ ପ୍ରବଳ ଜଳ ପ୍ରବାହିତ ହେଉଛି।

ଯାହାଫଳରେ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଆସନ୍ତା ୨ ଦିନ ପାଇଁ ଏହି ଜଳପ୍ରପାତ ବନ୍ଦ ରହିବ। ଏ ନେଇ ସ୍ଥାନୀୟ ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।












Click it and Unblock the Notifications