ଆଜିଠୁ ଦଳାଚକଟା ଘଟଣାର ତଥ୍ୟ ଗ୍ରହଣ, ସୂଚନା କିମ୍ବା ତଥ୍ୟ ଦେବାକୁ ମେଲ୍ ID ଓ ଟେଲିଫୋନ୍ ନଂ ଜାରି
ପୁରୀ ଶରଧାବାଲି ଦଳାଚକଟାରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣା । ଆଜିଠୁ ଘଟଣାର ସାକ୍ଷ୍ୟ ଓ ତଥ୍ୟ ଗ୍ରହଣ କରିବେ ଉନ୍ନୟନ କମିଶନର୍ । ଭୁବନେଶ୍ବର ରାଜ୍ୟ ଅତିଥି ଭବନରେ ଆଜି ଅପରାହ୍ନ ପରଠୁ ସାକ୍ଷାତ । ଆସନ୍ତାକାଲି ଅପରାହ୍ନ ୩ରୁ ପୁରୀ ସ୍ପେଶାଲ୍ ସର୍କିଟ୍ ହାଉସ୍ରେ ସାକ୍ଷାତ । ସୂଚନା କିମ୍ବା ତଥ୍ୟ ଦେବାକୁ ମେଲ୍ ID ଓ ଟେଲିଫୋନ୍ ନଂ ଜାରି ।













Click it and Unblock the Notifications