ସାମାନ୍ୟ ବଚସାରୁ ସାଙ୍ଗର ଜୀବନ ନେଲା ସାଙ୍ଗ!

ଝାରୁସୁଗୁଡ଼ା:ସାମାନ୍ୟ ବଚସାରୁ ସାଙ୍ଗକୁ ବାଡ଼େଇ ବାଡ଼େଇ ମାରିଦେଲ ସାଙ୍ଗ । ସାଙ୍ଗ ମାନେ ଏକାଠି ହୋଇ ଭୋଜି କରୁଥିଲେ । କିନ୍ତୁ ଏହି ସମୟରେ କୌଣସି କଥାକୁ କେନ୍ଦ୍ର କରି ସେମାନଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । ଯାହାର ପରିଣାମ ହେଲା ଅତିଭୟଙ୍କର । ଆଉ ଆରମ୍ଭ ହୋଇଥିବା ଏହି ବଚସା ନେଇଗଲା ଜଣଙ୍କର ଜୀବନ ।

ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ପତ୍ରାପାଲି ବଜାର ପଡ଼ାରେ । ଗତକାଲି ବିଳମ୍ବିତ ରାତିରେ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ପରେ ସୂଚନା ପାଇ ଘଟଣା ସ୍ଥଳରେ ପହଁଞ୍ଚିଥିଲା । ଆଉ ଏହି ଘଟଣାରେ ଲଇକେରା ପୁଲିସ୍ ଏକ ହତ୍ୟା ମାମଲା ରୁଜୁ କରି ୬ ଜଣଙ୍କୁ ଅଟକ ରଖିଛି । ସେପଟେ ସାଇନ୍ଟିଫିକ ଟିମ୍ ମଧ୍ୟ ଘଟଣସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ।

Friend murder friend

ମୃତକ ଜଣକ ହେଲେ ସେହି ଗାଁର ବିପିନ ଭୋଇ । ସୂଚନା ଅନୁସାରେ ଗ୍ରାମର ବିପିନ ଓ ତାଙ୍କ ସାଙ୍ଗମାନେ ଗତକାଲି ରାତିରେ ପାର୍ଟି କରୁଥିଲେ । ଏହି ସମୟରେ କୌଣସି କଥାକୁ କେନ୍ଦ୍ର କରି ବଚସା ହୋଇଥିଲା ଆଉ ଏହି ବଚସାରୁ ସାଙ୍ଗମାନେ ହିଁ ବିପିନଙ୍କୁ ପିଟି ପିଟି ମାରି ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+