ନବୀନଙ୍କ ଗ୍ୟାରେଣ୍ଟି, ଜୁନ ୯ ତାରିଖରୁ ମାଗଣା ବିଜୁଳି: କାର୍ତ୍ତିକ ପାଣ୍ଡିଆନ

Free electricity from July In Odisha : ଜୁନ ମାସ ୯ ତାରିଖରୁ ରାଜ୍ୟବାସୀଙ୍କୁ ମିଳିବ ମାଗଣା ବିଜୁଳି । ରାଉରକେଲାର ରଘୁନାଥପାଲ୍ଲୀରେ ଆୟୋଜିତ ଏକ ଜନସଭାରେ ଯୋଗ ଦେଇ ଏନେଇ ସୂଚନା ଦେଇଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ତିଆନ ।

ସେ କହିଛନ୍ତି, ମାଗଣା ବିଦ୍ୟୁତ୍ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଜୁଲାଇ ମାସରୁ ଆଉ ବଦ୍ୟୁତ ଉପଭୋକ୍ତାଙ୍କୁ ବଦ୍ୟୁତ ବିଲ୍ ଦେହବା ପାଇଁ ପଡିବ ନାହିଁ । ତେବେ ଏହା ନବୀନ ସରକାରଙ୍କ ଗ୍ୟାରେଣ୍ଟି ବୋଲି କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ତିଆନ ।

Free electricity from July In Odisha
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+