ଆଖଣ୍ଡଳମଣୀ ଶିବଗଙ୍ଗା ପୋଖରୀରେ ବୁଡ଼ିଗଲେ ୪ ଯୁବକ, ଜଣେ ମୃତ
ଭଦ୍ରକ ଜିଲା ଆରଡ଼ି ପୀଠରେ ରବିବାର ଘଟିଛି ଏକ ଅଘଟଣ। ଆଖଣ୍ଡଳମଣୀ ଶିବଗଙ୍ଗା ପୁଷ୍କରିଣୀ ୪ ଜଣ ଯୁବକ ବୁଡ଼ିଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକଜଣକ ଧାମନଗର ଥାନା ଦୋବଲ ସୋହଡା ଶାସନର ଦେବବ୍ରତ ମିଶ୍ର ବୋଲି ଜଣାପଡ଼ିଛି।













Click it and Unblock the Notifications