ରାଜ୍ୟ କ୍ୟାବିନେଟ୍ରେ ପାରିତ ହେଲା ୪ଟି ପ୍ରସ୍ତାବ
ଆଜି ରାଜ୍ୟ କ୍ୟାବିନେଟ୍ ବୈଠକରେ ୪ଟି ପ୍ରସ୍ତାବ ପାରିତ ହୋଇଛି । ବୈଠକ ପରେ ଏହି ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ଇଲେକ୍ଟ୍ରୋନିକ୍ ଓ ଆଇଟି ବିଭାଗର ୨ଟି ପ୍ରସ୍ତାବ ହୋଇଛି ପାରିତ , ଏହା ସହ ସଂସଦୀୟ ବ୍ୟାପାର ଓ ଏଇ ବିଭାଗର ଗୋଟିଏ ଲେଖାଏଁ ପ୍ରସ୍ତାବ ପାରିତ ହୋଇଛି ।

ସେପ୍େଟମ୍ବର ୧୮ରୁ ବିଧାନସଭା ଅଧିବେଶନ ନେଇ ପ୍ରସ୍ତାବ ପାରିତ । ଲୋକସେବା ଆୟୋଗର ୩ ସଦସ୍ୟଙ୍କ ନିଯୁକ୍ତି ପ୍ରସ୍ତାବକୁ ମିଳିଲା ଅନୁମୋଦନ ।












Click it and Unblock the Notifications