ସ୍ୱାଧୀନତା ଦିବସ ଅବସରରେ ୪ ଓଡ଼ିଶା ପୋଲିସଙ୍କୁ ମିଳିବ ପଦକ

ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଦେଶର ମୋଟ ୧୫୧ ଜଣ ପୋଲିସ କର୍ମଚାରୀଙ୍କୁ ଏହି ପଦକ ଦିଆଯିବ। ଏଥିରେ ଓଡ଼ିଶାରୁ ୪ ଜଣ ପୋଲିସ କର୍ମଚାରୀଙ୍କୁ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ପଦକ ପ୍ରଦାନ କରାଯିବ ।

ଭୁବନେଶ୍ୱର: ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଦେଶର ମୋଟ ୧୫୧ ଜଣ ପୋଲିସ କର୍ମଚାରୀଙ୍କୁ ଏହି ପଦକ ଦିଆଯିବ। ଏଥିରେ ଓଡ଼ିଶାରୁ ୪ ଜଣ ପୋଲିସ କର୍ମଚାରୀଙ୍କୁ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ପଦକ ପ୍ରଦାନ କରାଯିବ । ଓଡ଼ିଶାର ଜଣେ ଡିଏସ୍‌ପି ଏବଂ ୩ ଜଣ ଇନ୍ସପେକ୍ଟର ଥିବା ଜଣାଯାଇଛି । ୨୦୨୨ ବର୍ଷ ପାଇଁ ସ୍ୱାଧୀନତା ଦିବସ ଅବସରରେ ଏହି ପଦକ ପ୍ରଦ‌ାନ କରାଯିବ ।

Independence Day

କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଓଡ଼ିଶାର ଡିଏସ୍‌ପି ସୁମିତ୍ରା ଜେନା, ଇନ୍ସପେକ୍ଟର ଆଶିଷ ଜେନା, ଅନସୂୟା ନାୟକ ଓ ରମେଶ ପ୍ରଧାନ ପଦକ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସିବିଆଇରୁ ସର୍ବାଧିକ ୧୫ ଅଧିକାରୀଙ୍କୁ ମିଳିବ ଉତ୍କର୍ଷ ପଦକ । ଏହାବାଦ ଏନଆଇଏରୁ ୫ ଓ ଏନସିବିରୁ ୫ ଅଧିକାରୀ ପୁରୁସ୍କୃତ ହେବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+