ହୀରାକୁଦ ଡ୍ୟାମ୍ରେ ବନ୍ଦ ହେଲା ଆଉ ୪ ଗେଟ୍, ବର୍ତ୍ତମାନ ୬ଟି ଗେଟ୍ ଦେଇ ହେଉଛି ବନ୍ୟା ଜଳ ନିଷ୍କାସନ
ବନ୍ଦ ହେଲା ହୀରାକୁଦର ଆଉ ୪ଟି ଗେଟ୍ ,ଫଳରେ ବର୍ତ୍ତମାନ ୬ଟି ଗେଟ୍ ଦେଇ ହେଉଛି ବନ୍ୟା ଜଳ ନିଷ୍କାସନ।

ହୀରାକୁଦରେ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଥିବାବେଳେ ଶନିବାର କାଳେ ୪ଟି ଏବଂ ମଧ୍ୟାହ୍ନରେ ୬ଟି ଗେଟ୍ ବନ୍ଦ କରିଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଅପରାହ୍ନରେ ଆଉ ୪ଟି ଗେଟ ବନ୍ଦ କରିଦିଆଯାଇଛି।












Click it and Unblock the Notifications