ଏନ୍‌କାଉଣ୍ଟରରେ ଟଳିଲେ ୪ ମାଓବାଦୀ; ସର୍ଚ୍ଚ ଅପରେସନ ଜାରି

ମାଲକାନଗିରି: ଏନ୍‌କାଉଣ୍ଟରରେ ଟଳିଲେ ୪ ମାଓବାଦୀ। ଛତିଶଗଡ଼ ନାରାୟଣପୁର ଆବୁଜମାଡ଼ ଜଙ୍ଗଲରେ ଏନ୍‌କାଉଣ୍ଟର। DRG, STFର ମିଳିତ କମ୍ବିଂ ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ।
୪ ମାଓବାଦୀ ନିପାତ ହୋଇଛନ୍ତି , ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

Four mao

ସୂଚନା ଯୋଗ୍ୟ, ଏନକାଉଣ୍ଟରେ ମଙ୍ଗଳବାର ୪ ମାଓବାଦୀ ଟଳିପଡିଛନ୍ତି। ଛତିଶଗଡର ନାରାୟଣପୁର ଆବୁଜମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୪ ମାଓବାଦୀ ନିହତ ହୋଇଛନ୍ତି। ଡିଆରଜି ଏବଂ ଏସ୍‌ଡିଏଫ୍‌ର ମିଳି କମ୍ବିଂ ଅପରେଶନବେଳେ ଏହି ଘଟଣା ଘଟିଛି। ଏବେ ବି ଘଟଣାସ୍ଥଳରେ ସର୍ଚ୍ଚ ଅପରେଶନ ଜାରି ରହିଛି।

କିଛି ଦିନ ତଳେ କମ୍ବିଂ ବେଳେ ଏସଓଜି ଯବାନ-ମାଓବାଦୀ ଗୁଳି ବିନିମୟ । କଣ୍ଟାମାଳ ଥାନା ପଢ଼େଲ ଡ୍ୟାମ୍‌ ନିକଟ ଜଙ୍ଗଲରେ ଏନକାଉଣ୍ଟର ହୋଇଥିଲା । ଦୀର୍ଘ ଏକ ଘଣ୍ଟାରୁ ଅଧିକ ସମୟ ହେବ ଗୁଳି ବିନିମୟ ହୋଇଥିଲା।

ଜଙ୍ଗଲରେ ୪୦ରୁ ୫୦ ମାଓବାଦୀ ଲୁଚି ରହିଥିବା ସନ୍ଦେହ ହୋଇଥଲା । ତେଣୁ ସକାଳ ପ୍ରାୟ ୬ରୁ ୭ଟା ମଧ୍ୟରେ ଏସଓଜି ଯବାନ-ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଏହି ଗୁଳିବିନିମୟରେ ୨ ମାଓବାଦୀ ନିହତ ହୋଇଥିଲେ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+