Get Updates
Get notified of breaking news, exclusive insights, and must-see stories!

ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ପଡ଼ିଲା ଭିତ୍ତିପ୍ରସ୍ତର

୭୦ ବର୍ଷ ପରେ ନୂଆ ରୂପ ନେବ ଲୋକସେବା ଭବନ ଓ ବିଧାନସଭା । ପୂରୁଣା ଲୋକସେବା ଭବନର ସୁରକ୍ଷା ଓ ସ୍ଥାନ ଅଭାବକୁ ଦୂର କରିବା ପାଇଁ ରାଜ୍ୟ ସରକାର ନୂଆ ଓ ଅତ୍ୟାଧୁନିକ ପ୍ରଶାସନିକ କମ୍ପ୍ଲେକ୍ସ ନିର୍ମାଣ କରିବାକୁ ଯୋଜନା କରିଛନ୍ତି।

new Lok Seva Bhavan

ଆଜି ଭତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରକଳ୍ପ ନେଇ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଏଥିପାଇଁ ୩ହଜାର ୬୨୩କୋଟି ଖର୍ଚ୍ଚ କରିବେ ସରକାର । ୭୧.୧୩ ଏକର ଜମିରେ ନିର୍ମାଣ ହେବ । ବର୍ତ୍ତମାନର ଲୋକସେବା ଭବନକୁ ୭୦ ବର୍ଷରୁ ଅଧିକ ସମୟ ହୋଲାଣି । ଏହାର ଅନେକ ଅଂଶ ଏବେ ଅସୁରକ୍ଷିତ । ବିଭିନ୍ନ ବିଭାଗ ଗୁଡ଼ିକ ଅଲଗା ଅଲଗା ଜାଗାରେ ରହିଥିବାରୁ କାମ କରିବାରେ ଅସୁବିଧା ହେଉଛି । ସରକାରୀ ବିଭାଗ ଓ କର୍ମଚାରୀଙ୍କ ସଂଖ୍ୟା ବଢ଼ୁଥିବାରୁ ବଡ଼ ଓ ନୂଆ କୋଠାର ଆବଶ୍ୟକତା ରହିଛି । ଲୋକସେବା ଭବନକୁ ଅତ୍ୟାଧୁନିକ ଭବନ ଭାବେ ଗଢ଼ିବା ମୁଖ୍ୟମନ୍ତ୍ରୀଙ୍କର ବହୁ ପ୍ରତିକ୍ଷିତ ଯୋଜନା ଥିଲା । ନୂଆ ବିଧାନସଭା ହଲରେ ୩୦୦ ଜଣ ସଦସ୍ୟ ବସିବା ଭଳି ବ୍ୟବସ୍ଥା କରାଯିବ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+