ହାତ ଧରିଲେ ସୁଦର୍ଶନ ଜେନା

Odisha News: ବିଜେଡିରୁ ଇସ୍ତଫା ଦେବା ପରେ ଆଜି ୩ଦିନ ପରେ କଂଗ୍ରେସରେ ମିଶିଲେ ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା । ଭୁବନେଶ୍ୱର ସ୍ଥିତ କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଅଜୟ କୁମାର ଏବଂ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟ ଏବଂ ଦଳିୟ କର୍ମକର୍ତ୍ତାଙ୍କ ଉପସ୍ଥିତରେ ନିଜ ସମର୍ଥକଙ୍କ ସହିତ ହାତ ଧରିଛନ୍ତି ସୁଦର୍ଶନ ଜେନା ।

Sudarshan Jena

କଂଗ୍ରେରୋ ଯୋଗ ଦେବା ପରେ ସୁଦର୍ଶନ ଜେନା କହିଛନ୍ତି, ଏ ଦେଶର ସମ୍ବାଧାନ, ଧର୍ମନିରପେକ୍ଷତା ଏବଂ ଗଣତନ୍ତ୍ର ପାଇଁ ଆମେ କଂଗ୍ରେସରେ ଦେଇଛୁ । ତେବେ ଆଗକୁ ବିଜେଡି ଓ ବିଜେପି କଡା ଟକ୍କର ଦେବା ଆମ ଲକ୍ଷ ରହିଛି ।

ସୂଚନାଥାଉ ଯେ, ୨୦୦୯ରେ ସୁଦର୍ଶନ ଜେନା ବିଜେଡି ଟିକେଟରେ ରେମୁଣାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ହେଲେ ୨୦୧୪ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ଠାରୁ ପାଖାପାଖି ୧୩ ହଜାର ଭଟୋରେ ହାରି ଯାଇଥିଲେ ଯାହା ପରେ ଦଳ ତାଙ୍କୁ ୨୦୧୯ରେ ଆଉ ଟିକେଟ୍ ମିଳିନଥିଲା ତାଙ୍କ ସ୍ଥାନରେ ବିଜେଡି ସୁଧାଂଶୁ ଶେଖର ପରିଡ଼ାଙ୍କୁ ଟିକେଟ୍ ଦେଇଥିଲା ଏବଂ ବିଜୟୀ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+