ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଧାୟକ ଧନେଶ୍ୱର ମାଝୀଙ୍କର ୮୩ ବର୍ଷ ବୟସରେ ପରଲୋକ

ଆରପାରିରେ ଧନେଶ୍ୱର ମାଝୀ । ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଧାୟକ ଧନେଶ୍ୱର ମାଝୀଙ୍କର ୮୩ ବର୍ଷ ବୟସରେ ପରଲୋକ ହୋଇଛି । କଳାହାଣ୍ଡି ଜିଲ୍ଲା କେସିଙ୍ଗା ମେଡିକାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଧନେଶ୍ୱର । ୧୯୪୧ ମସିହା ଜୁଲାଇ ୫ ତାରିଖରେ ଧନେଶ୍ୱର ମାଝୀଙ୍କ ଜନ୍ମ । ପରେ ପରେ ଛାତ୍ର ଜୀବନରୁ ରାଜନୀତି ପ୍ରତି ଥିଲା ଧନେଶ୍ୱର ମାଝୀଙ୍କ ରୁଚି ।

Dhaneshwar Majhi passed away

ଯାହାକି ତାଙ୍କୁ ଜନତା ଦଳରେ ମିଶି ସାମିଲ ହେବାକୁ ବାଧ୍ୟ କରିଥିଲା। ଏପିରିକି ଧନେଶ୍ୱର ୧୯୭୮ରୁ ୧୯୮୪ ମସିହା ଯାଏଁ ରାଜ୍ୟସଭାର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେହିପରି ନର୍ଲା ଏବଂ କେସିଙ୍ଗା ବିଧାନସଭା ଆସନରୁ ୧୯୭୧, ୧୯୭୪, ୨୦୦୦, ୨୦୦୪, ୨୦୧୪ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ହେଲେ ନିକଟରେ ସେ ବିଜେଡି ଦଳ ଛାଡି ବିଜେପିରେ ସାମିଲ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+