ବିଜେଡି ପରିଚାଳନାକୁ ନେଇ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ସିଧା ନିଶାନା, ଦେଲେ ବିସ୍ଫୋରକ ବୟାନ
ବିଜେଡି ପରିଚାଳନାକୁ ନେଇ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ସିଧା ନିଶାନା । ଦେବାଶିଷ, ରଣେନ୍ଦ୍ର, ଅରୁଣ, ଭୂପିନ୍ଦରଙ୍କ ପରେ ମୁହଁ ଖୋଲିଲେ ପ୍ରଫୁଲ୍ଲ। ଆଗକୁ ଯଦି ଦଳ ଠିକ୍ ଭାବେ ନ ଚାଲେ ତାହେଲେ ଦଳଠୁ ଦୂରେଇ ଯିବି।
ମୁଁ ଏବେ ବିଜେଡିରେ ଅଛି, କିନ୍ତୁ ସାଂଗଠନିକ କାର୍ଯ୍ୟରେ ଯୋଗ ଦେଉନି। ବିଜେଡି ସଠିକ୍ ଭାବେ ବିରୋଧୀଦଳ ଭୂମିକା ନିର୍ବାହ କରୁନାହିଁ ।

ପୂର୍ବ ବିଚାରଧାରାରେ ଦଳ ନାହିଁ ବୋଲି କହିଛନ୍ତି ପ୍ରଫୁଲ୍ଲ ମଲିକ । ଦଳକୁ ସଂଗଠିତ କରିବାକୁ PAC, ଶୃଙ୍ଖଳା କମିଟି ପାଇଁ କହିଥିଲୁ, ହୋଇଛି । ଅନ୍ୟ ପ୍ରସ୍ତାବଗୁଡ଼ିକ ଦଳରେ ଗ୍ରହଣ କରାଯାଇ ନାହିଁ । ମୋ ସହିତ କେହି ଆଲୋଚନା କରି ନାହାନ୍ତି କି ମୁଁ କାହାକୁ ଭେଟିନି । ନୂଆ ବିଜେଡି ଗଠନ ସମୟ ନୁହେଁ, ପୁରୁଣାର ସଠିକ୍ ପରିଚାଳନା ଦରକାର ।












Click it and Unblock the Notifications