ଗିରଫ ହେଲେ ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର
Odisha News: R&B ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର ଗିରଫ । ଆୟ ବହିର୍ତ୍ତୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି । ତାଙ୍କର ୧୦ଟି ଫ୍ଲାଟ୍, ୭ଟି ପ୍ଲଟ୍, ଅଢେଇ କେଜି ସୁନା ଠାବ କରାଯାଇଛି । ସେହିପରି ୩୭୦ ଗ୍ରାମ ହୀରା, ୨.୭୦ କୋଟିର ବ୍ୟାଙ୍କ ଜମା ଠାକ କରାଯାଇଥିବା ବେଳେ ନଗଦ ୬ ଲକ୍ଷ ଟଙ୍କା, ୨ଟି ଦାମୀକାର୍ ମଧ୍ୟ ଭିଜିଲାନ୍ସ ଠାବ କରିଥିବା ନେଇ ରିପୋର୍ଟ ରହିଛି ।













Click it and Unblock the Notifications