ବିଜେଡିରୁ ଇସ୍ତଫା ଦେଲେ ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା

Odisha: ବିଜେଡିରୁ ଇସ୍ତଫା ଦେଲେ ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା । ସେ ନିଜ ଇସ୍ତଫାପତ୍ର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଥିବା ନେଇ ସୂଚନା ରହିଛି । ସେ କହିଛନ୍ତି,ଦଳରେ ତାଙ୍କୁ ଅପମାନ ଏବଂ ଅଣଦେଖା କରାଯାଉଥିଲା । ସେଥିପାଇଁ ସେ ଇସ୍ତଫା ଦେବାର ନିଷ୍ପତ୍ତି ନେଇଛନ୍ତି ବୋଲି ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ଆଜି ଅପହାହ୍ନ ୪ଟାରେ ବାଲେଶ୍ୱର ସରସ୍ୱତୀପୁରସ୍ଥିତ ହେରିଟେଜ୍ କଲ୍ୟାଣମଣ୍ତପରେ ର୍ବତନ ବିଧାୟକ ସୁଦର୍ଶନ ଜେନା ଏନେଇ ସୂଚନା ଦେଇଛନ୍ତି ।

Former BJD MLA from Remuna Sudarshan

ସୂଚନାଥାଉ ଯେ, ୨୦୦୯ରେ ସୁଦର୍ଶନ ଜେନା ବିଜେଡି ଟିକେଟରେ ରେମୁଣାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ହେଲେ ୨୦୧୪ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ଠାରୁ ପାଖାପାଖି ୧୩ ହଜାର ଭଟୋରେ ହାରି ଯାଇଥିଲେ ଯାହା ପରେ ଦଳ ତାଙ୍କୁ ୨୦୧୯ରେ ଆଉ ଟିକେଟ୍ ମିଳିନଥିଲା ତାଙ୍କ ସ୍ଥାନରେ ବିଜେଡି ସୁଧାଂଶୁ ଶେଖର ପରିଡ଼ାଙ୍କୁ ଟିକେଟ୍ ଦେଇଥିଲା ଏବଂ ବିଜୟୀ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+