୨୦୨୬ ମାଟ୍ରିକ ପରୀକ୍ଷା ପାଇଁ ଆସନ୍ତାକାଲିଠୁ ଫର୍ମ ପୂରଣ
୨୦୨୬ ମାଟ୍ରିକ ପରୀକ୍ଷା ପାଇଁ ଆସନ୍ତାକାଲିଠୁ ଫର୍ମ ପୂରଣ । କାଲିଠୁ ୨୨ ତାରିଖ ଯାଏଁ ଫର୍ମ ପୂରଣ କରିପାରିବେ ଛାତ୍ରଛାତ୍ରୀ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା । ରେଗୁଲାର, ଏକ୍ସ-ରେଗୁଲାର ପରୀକ୍ଷା ପାଇଁ ଅନଲାଇନ୍ ବ୍ୟବସ୍ଥା । ବିଦ୍ୟାଳୟ ମୁଖ୍ୟଙ୍କ ଦ୍ବାରା ଅନ୍ଲାଇନରେ ହେବ ଫର୍ମ ପୂରଣ।













Click it and Unblock the Notifications