ଭିଜିଲାନ୍ସ ଜାଲରେ ଫରେଷ୍ଟର
ଭିଜିଲାନ୍ସ ଜାଲରେ ଫରେଷ୍ଟର ବିଶ୍ୱନାଥ ସୋରେନ। ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନର ଫରେଷ୍ଟର ହେଉଛନ୍ତି ବିଶ୍ୱନାଥ। ପୋଖରୀ ଖୋଳାକୁ ନେଇ ଜଣେ ଜେସିବି ମାଲିକଙ୍କ ଠାରୁ ୨୫ ହଜାର ଟଙ୍କା ଡିଲ୍ କରିଥିଲେ ଫରେଷ୍ଟର।

ବୁଧବାର ବକେୟା ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲା ଭିଜିଲାନ୍ସ ।












Click it and Unblock the Notifications