Get Updates
Get notified of breaking news, exclusive insights, and must-see stories!

ରାଜ୍ୟରେ ବନାଗ୍ନି ସ୍ଥିତି ଆୟତାଧିନ ଅଛି: ଟାସ୍କଫୋର୍ସ ମୁଖ୍ୟ

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ବନାଗ୍ନି ସ୍ଥିତି ଆୟତାଧିନ ଅଛି ବୋଲି କହିଛନ୍ତି ଟାସ୍କଫୋର୍ସ ମୁଖ୍ୟ ସନ୍ଦୀପ ତ୍ରିପାଠୀ ।

ଭୁବନେଶ୍ବର: ରାଜ୍ୟ ସରକାର ରାଜ୍ୟରେ ସୃଷ୍ଟି ହୋଇଥିବା ବନାଗ୍ନୀ ପରିସ୍ଥିତିକୁ ପ୍ରଶମିତ କରିବା ନମିନ୍ତେ ସମସ୍ତ ପ୍ରକାର ପ୍ରଚେଷ୍ଟା ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ବନାଗ୍ନି ସ୍ଥିତି ଆୟତାଧିନ ଅଛି ବୋଲି କହିଛନ୍ତି ଟାସ୍କଫୋର୍ସ ମୁଖ୍ୟ ସନ୍ଦୀପ ତ୍ରିପାଠୀ ।

Task Force Chief

ରାଜ୍ୟ ସରକାର ଜିଲ୍ଲା ପ୍ରାଶାସନଙ୍କ ସହ ସମ୍ପର୍କ ରଖି ଅଗ୍ନିପ୍ରଶମିତ ଅଞ୍ଚଳ ସହ ହଟସ୍ପଟ ଗୁଡିକୁ ନିୟନ୍ତ୍ରଣାଧିନ କରିବାକୁ ଚେଷ୍ଟା ଚଳାଇଛନ୍ତି ବୋଲି ଟାସ୍କଫୋର୍ସ ମୁଖ୍ୟ କହିଛନ୍ତି । ତେବେ ଆଜି ଶିମିଳିପାଳ ଓ ଚନ୍ଦକା ଜଙ୍ଗଲରେ କୌଣସି ଫାୟାର ପଏଣ୍ଟ କିମ୍ବା ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇନଥିବା ଟାସ୍କଫୋର୍ସ ମୁଖ୍ୟ ସୂଚନା ଦେଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+