ଜଙ୍ଗଲ ବିଭାଗର ‘ଥର୍’ କିଣା ଏବଂ ମଡିଫିକେସନ୍ର ତଦନ୍ତ ହେବ, ମନ୍ତ୍ରୀ
ଜଙ୍ଗଲ ବିଭାଗର 'ଥର୍' କିଣା ଏବଂ ମଡିଫିକେସନ୍ର ତଦନ୍ତ ହେବ । ତଦନ୍ତ ହେବ କହିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ। କିଣା ଏବଂ ମଡିଫିକେସନ୍ରେ ଅଧିକ ଖର୍ଚ୍ଚ ହୋଇଥିଲେ କାର୍ଯ୍ୟାନୁଷ୍ଠାନ । ସବୁ ଗାଡ଼ି ପିସିସିଏଫ୍ ଅଧୀନରେ ରହିଛି, ଅଧିକ ଖର୍ଚ୍ଚର ତଦନ୍ତ ହେବ।













Click it and Unblock the Notifications