ହାତୀ ଆକ୍ରମଣର ବନ କର୍ମଚାରୀଙ୍କ ମୃତ୍ୟୁ

Odisha News: ବଲାଙ୍ଗିର୍ ଜିଲ୍ଲାରେ ହାତୀ ଆକ୍ରମଣରେ ଚାଲିଗଲା ବନ କର୍ମଚାରୀଙ୍କ ଜୀବନ । ମୃତକ କର୍ମଚାରୀ ଜଣକ ହେଲେ ରୂପେଶ ଛାତ୍ରିଆ। ତେବେ ଗତକାଲି କଣ୍ଟାବାଞ୍ଜି ରେଞ୍ଜ ଢୋଲମଣ୍ଡଳ ସେକ୍ସନର ବାନ୍ଧନପାଲି ଗାଁ ମଧ୍ୟକୁ ଏକ ହାତୀ ପଶି ଆଶିଥିଲା ଯାହାକୁ ବନ ବିଭାଗ ଟିମ୍ ଘଉଡ଼ାଇବାକୁ ଏବଂ ଗାଁରୁ ବାହରକୁ ପଠାଇବା ପାଇଁ ଚେଷ୍ଟା କରୁଥିଲେ । ଏହି ସମୟରେ ହାତୀଟ ଓଲଟା ବନ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଦେଇଥିଲା ।

Odisha News

ସୂଚନା ଅନୁସାର, କଣ୍ଟାବାଞ୍ଜି ରେଞ୍ଜ ଢୋଲମଣ୍ଡଳ ସେକ୍ସନର ବାନ୍ଧନପାଲି ଗାଁ ମଧ୍ୟକୁ ଏକ ହାତୀ ପଶି ଆଶିଥିଲା ଯାହାକୁ ବନ ବିଭାଗ ଟିମ୍ ଘଉଡ଼ାଇବାକୁ ଏବଂ ଗାଁରୁ ବାହରକୁ ପଠାଇବା ପାଇଁ ଚେଷ୍ଟା କରୁଥିବା ସମୟରେ ହାତୀ ଉଲଟା ଆକ୍ରମଣ କରିଥିଲା ଯେଉଁଥିରେ ୩ ଜଣ ବନ କର୍ମଚାରୀ ଆହତ ହୋଇଥିଲେ । ସମସ୍ତ ଗୁରୁତରଙ୍କୁ ତୁରନ୍ତ ବଲାଙ୍ଗୀର ଭୀମଭୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା । ଯେଉଁଠି ଚିକିତ୍ସାଧୀନ ଅବସ୍ଥାରେ ରୂପେଶ ଛାତ୍ରିଆଙ୍କ ମୃତ୍ୟୁ ଘଟିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+