For Quick Alerts
Turn On Notification  
For Daily Alerts
Oneindia App Download

କଣ୍ଟା ବୁଦା ଉପରେ ବସି ତପସ୍ୟା କରୁଥିଲେ ବିଦେଶୀ ଭକ୍ତ, ଶେଷରେ...

ପୁରୀ ବେଳାଭୂମିର ଏକ କଣ୍ଟାବୁଦା ଉପରେ ବସି ତପସ୍ୟା କରୁଥିଲେ ଜଣେ ବିଦେଶୀ ଭକ୍ତ । କିଛି ସମୟ ପରେ ତାଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା ।

|

ପୁରୀ: ପୁରୀ ବେଳାଭୂମିର ଏକ କଣ୍ଟାବୁଦା ଉପରେ ବସି ତପସ୍ୟା କରୁଥିଲେ ଜଣେ ବିଦେଶୀ ଭକ୍ତ । କିଛି ସମୟ ପରେ ତାଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା । ଘଟଣା ସ୍ଥଳରେ ପୁରୀ ବଳିଆ ପଣ୍ଡା ପୋଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ ସ୍ଥାନାୟୀ ଡାକ୍ତରଖାନାରେ ଭର୍ତ୍ତି କରିଛି ।

Thorn bush

ମିଳିଥିବା ସୂଚନା ଅନୁସାରେ, ଉକ୍ତ ଭକ୍ତ ବିଦେଶୀ ଇସ୍କନ ଭକ୍ତ । ସେ ରୁଷିଆର ହୋଇଥିବା ବେଳେ ତାଙ୍କ ନାମ ମହାଆନନ୍ଦ ବୋଲି ଜଣାପଡିଛି । ଚିକିତ୍ସା ପରେ ତାଙ୍କୁ ଇସ୍କନ ଗୋଷ୍ଠୀଙ୍କୁ ହସ୍ତାନ୍ତର କରାଯାଇଛି।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
foreigner rescued in critical condition in puri
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X