ପୁରୀରେ ହୋଲି ଖେଳିଲେ ବିଦେଶୀ ପର୍ଯ୍ୟଟକ
Odisha Holi 2025: ଆଜି ଓଡ଼ିଶାରେ ବେଶ ଧୂମଧାମରେ ପାଳନ କରାଯାଉଛି ହୋଲି । ଆଜି ରଙ୍ଗର ଉତ୍ସବରେ ସମସ୍ତେ ରଙ୍ଗୀନ । ସେହିପରି ବିଦେଶରୁ ଆସିଥିବା ପର୍ଯ୍ୟଟକ ପୁରୀ ଖେଳିଲେ ହୋଲି । ଇଣ୍ତିଆନ ଜାପାନ ଫ୍ରେଣ୍ତସିପ୍ ସେଣ୍ଟର ପକ୍ଷରୁ ଆୟୋଜନ କରାଯାଇଥିବା ହୋଲି ହୋଲି ପର୍ବରେ ରଙ୍ଗର ପର୍ବକୁ ସେଲିବ୍ରେଟ କରିଛନ୍ତି ବିଦେଶୀ ପର୍ଯ୍ୟଟକ । ଜାପାନରୁ ଆସିଥିବା ପର୍ଯ୍ୟଟକ ହୋଲି ଖେଳିଛନ୍ତି ।

ସେହିପରି ରଙ୍ଗରର ଏହି ଉତ୍ସବରୁ ଅନୁଭବ କରିଛନ୍ତି ଦୃଷ୍ଟି ବାଧିତ ପିଲାମାନେ । ଦେଖି ନ ପାରିଲେ ବି ପରସ୍ପରକୁ ରଙ୍ଗ ଲଗାଇ ହୋଲି ପାଳନ କରିଛନ୍ତି ଭୀମଭୋଇ ଦୃଷ୍ଟି ବାଧିତ ସ୍କୁଲ ଛାତ୍ରଛାତ୍ରୀ । ପରସ୍ପରକୁ ରଙ୍ଗ ଲଗାଇବା ସହ ନାଚ ଗୀତରେ ହୋଲି ପାଳନ କରିଛନ୍ତି । ଏହି ସମୟରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମଧ୍ୟ ଉପସ୍ଥିତ ରହି ପିଲାଙ୍କ ସହ ହୋଲି ପାଳନ କରିଛନ୍ତି ।
#WATCH | Foreign tourists celebrate Holi at Odisha's Puri. pic.twitter.com/ztWz3sZiUs
— ANI (@ANI) March 14, 2025












Click it and Unblock the Notifications