Get Updates
Get notified of breaking news, exclusive insights, and must-see stories!

ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Independence Day 2024: ଆଜି ପ୍ରଥମ ଥର ପାଇଁ ମହାତ୍ମାଗାନ୍ଧୀ ମାର୍ଗରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଜତୀୟ ପତାକା ଉତ୍ତୋଳନ କରିଛନ୍ତି । ଏଥର ୫୯ ଜଣ କଣ୍ଟିଜେଣ୍ଟ ରାଜ୍ୟସ୍ତରୀୟ ପରେଡ଼ରେ ଯୋଗ ଦେଇଛନ୍ତି ।

Independence Day 2024

ସେହିପରି ସିଆରପିଏଫ୍, ୧୨୦ ବାଟାଲିୟନ୍, ସିଆଇଏସଏଫ୍, ଟ୍ରାଫିକ୍, ବିଏଏସଏଫ୍, ଅଗ୍ନିଶମ ବାହିନୀ, ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀ ମଧ୍ୟ ପରେଡରେ ଯୋଗ ଦେଇଛନ୍ତି । ପରେଡକୁ କମାଣ୍ତ କରିଛନ୍ତି IPS ଅମ୍ରିତ ପାଲ୍ କର । ସେହିପରି ଏଥର ଇଣ୍ତୋ ତିବତୀୟାନ ବର୍ଡର ପୋଲିସ ଏବଂ ଛତିଶଗଡ଼ ଷ୍ଟେଟ୍ ଆର୍ମ ପୋଲିସ ଯୋଗ ଦେଇଛନ୍ତି । ଯାହାଦ୍ୱାରା ଉଭୟ ରାଜ୍ୟ ସହ ଓଡ଼ିଶା ସମ୍ପର୍କ ମଜବୁତ ହେବ ବୋଲି ଆଶା କରାଯାଉଛି ।

ସ୍ୱାଧୀନତା ଦିବସ ଲାଗି ରାଜଧାନୀ ଭୁବନେଶ୍ୱରେ ଆଲୋକ ମାଳାରେ ସଜାଯାଇଛି । ଲୋକସେବା ଭବନ ଠାରୁ ଆରମ୍ଭ କରି ବିଧାନସଭା, ପୋଲିସ କନିଶନରେଟ୍ ମୁଖ୍ୟାଳୟକୁ ରଙ୍ଗବେରଙ୍ଗ ଲାଇଟରେ ସଜାଯାଇଛି । ସେହିପରି କୃଷି ଭବନ, ଲୋକ ସମ୍ପର୍କ ଭବନ ଏବଂ ରାସ୍ତାଘାଟକୁ ମଧ୍ୟ ସ୍ୱାଧୀନତା ଦିବସ ପାଇଁ ଆଲୋକରେ ସଜାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+