ପ୍ରଥମଥର ପାଇଁ ନୟାଗଡରୁ ଗଡ଼ିଲା ବିଦ୍ୟୁତ ଚାଳିତ ଟ୍ରେନ୍
ପ୍ରଥମଥର ପାଇଁ ବିଦ୍ୟୁତ ଚାଳିତ ଟ୍ରେନ ନୟାଗଡରୁ ଗଡିଛି । ରେଳ ଚଳାଚଳ କ୍ଷେତ୍ରରେ ଇତିହାସ ରଚିଲା ନୟାଗଡ ।
ନୟାଗଡ: ପ୍ରଥମଥର ପାଇଁ ବିଦ୍ୟୁତ ଚାଳିତ ଟ୍ରେନ ନୟାଗଡରୁ ଗଡିଛି । ରେଳ ଚଳାଚଳ କ୍ଷେତ୍ରରେ ଇତିହାସ ରଚିଲା ନୟାଗଡ । ମହାମାରୀ କରୋନା ଯୋଗୁଁ ଦୀର୍ଘଦିନ ଧରି ଟ୍ରେନ ଚଳାଚଳ ବନ୍ଦ ରହିଥିବାବେଳେ ଆଜିଠାରୁ ତାହା ଚାଲୁ ହୋଇଛି ।

ତେବେ ଟ୍ରେନ ଲାଇନକୁ ଇଲେକଟ୍ରିଫିକେସନ କରାଯିବା ସହ ଆଜିଠାରୁ କାର୍ଯ୍ୟକାରୀ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି । ଆଗାମୀ ଦିନରେ ଅଧିକ ରେଳ ଚଳାଚଳର ସମ୍ଭାବନା ସୃଷ୍ଟି ହେବା ।












Click it and Unblock the Notifications