ଆହୁରି ଦୁଇଦିନ ରାଜ୍ୟରେ ବଢ଼ିବ କୁହୁଡି, ପୂର୍ବାନୁମାନ କଲା ପାଣି ପାଗ ବିଭାଗ

ଧୂଆଁର ବହଳ ଆସ୍ତରଣ । ଚାରି ପାଖ ଅନ୍ଧାର । ରାସ୍ତାରେ ଯାଉଥିବା ଲୋକେ ଆଗକୁ ବଢ଼ି ପାରିଲେନି । ସମସ୍ତେ ଫସି ରହିଲେ । ଆଗକୁ ଆହୁରି କଲବଲ କରିବ କୁହୁ । ଆହୁରି ଦୁଇ ଦିନ ଏଭଳି ଭୀଷଣ କୁହୁଡ଼ି ବାଟ ଓଗାଳିବ । ପାଣିପାଗ ବିଭାଗ ଏହି ଆକଳନ କରିଛି ।

Fog

୪ ଓ ୫ ତାରିଖ ( ରବିବାର ଓ ସୋମବାର) ଆଭ୍ୟନ୍ତରୀଣ ଓଡ଼ିଶାରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ । ରବିବାର ଓ ସୋମବାର ପୁରୀ, ଖୋର୍ଦ୍ଧା, କଟକ ଓ ନୟାଗଡ଼ର ବିକ୍ଷିପ୍ତ ସ୍ଥାନରେ ଘନ କୁହୁଡ଼ି ଦିଶିପାରେ । ଏହି ଦୁଇ ଦିନ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଜପତି, ଗଞ୍ଜାମ, ଅନୁଗୁଳ, ବୌଦ୍ଧ, କନ୍ଧମାଳ, ସୁନ୍ଦରଗଡ଼, ରାୟଗଡ଼ା ଓ କୋରାପୁଟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ରହିବ ।

୬ ଓ ୭ ତାରିଖରେ ବି ଆଭ୍ୟନ୍ତରୀଣ ଓଡ଼ିଶାର ବହୁ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଶନିବାର ଭୁବନେଶ୍ୱର, ନୟାଗଡ଼ ଓ ପାରାଦୀପରେ ଘନ କୁହୁଡ଼ି ଯୋଗୁ ଦୃଶ୍ୟମାନ ଦୂରତା ୫୦ମିଟର ତଳକୁ ଖସି ଆସିଥିଲା । ଭୁବନେଶ୍ୱରରେ ସକାଳ ୬ଟା ବେଳକୁ ଦୃଶ୍ୟମାନ ଦୂରତା ଶୂନ ରହିଥିଲା । କେନ୍ଦ୍ରାପଡ଼ା, ପୁରୀ, ଜଗତ୍ସିଂହପୁର, ଖୋର୍ଦ୍ଧା, ପାରଳାଖେମୁଣ୍ଡି, ଫୁଲବାଣୀରେ ଅଧିକ କୁହୁଡ଼ି ରହିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+