କେନ୍ଦ୍ରାପଡ଼ା ଜିଲ୍ଲା ଖରସ୍ରୋତା, ବ୍ରାହ୍ମଣୀ ଓ କାଣୀ ନଦୀରେ ବନ୍ୟା; ପାଣି ଘେରରେ ଅନେକ ଗାଁ, ଲୋକେ ହନ୍ତସନ୍ତ
କେନ୍ଦ୍ରାପଡ଼ା ଜିଲ୍ଲା ଖରସ୍ରୋତା, ବ୍ରାହ୍ମଣୀ ଓ କାଣୀ ନଦୀରେ ବନ୍ୟା । ବନ୍ୟା ଯୋଗୁଁ ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି। ବିଭିନ୍ନ ବ୍ଲକକୁ ଯୋଗାଯୋଗ ବିଚ୍ଛିନ୍ନ, ଯାତାୟାତ ଠପ୍ । ରାଜନଗର, ଆଳି, ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବନ୍ୟା।
ପାଣି ଘେରରେ ଅନେକ ଗାଁ, ଲୋକେ ହନ୍ତସନ୍ତ । ବନ୍ୟା ଯୋଗୁଁ ଆଳି ବ୍ଲକର ୧୨ଟି ପଞ୍ଚାୟତ ପ୍ରଭାବିତ।ମାନପୁର-ଗୋବିନ୍ଦପୁର ରାସ୍ତାରେ ୭ଫୁଟ୍ ଉଚ୍ଚର ବନ୍ୟାପାଣି । ରାଜନଗର ଅଞ୍ଚଳର ପ୍ରାୟ ୩୦ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ । ଡଙ୍ଗାରେ ଯାତାୟତ କରୁଛନ୍ତି ଲୋକେ।













Click it and Unblock the Notifications