Flood Water: ଫୁଲୁଛି ସୁବର୍ଣ୍ଣରେଖା, ବଢୁଛି ବୈତରଣୀ

ଗାଁ ଗାଁରେ ପଶିଲା ସୁବର୍ଣ୍ଣରେଖା ନଦୀର ବନ୍ୟା ପାଣି । ରାଜଘାଟଠାରେ ୧୦.୮୫ ମି.ରେ ସୁବର୍ଣ୍ଣରେଖାର ବନ୍ୟାଜଳ ପ୍ରବାହିତ । ବସ୍ତା, ବାଲିଆପାଳ, ଜଳେଶ୍ୱର ଓ ଭୋଗରାଇ ଅଂଚଳ ପ୍ରଭାବିତ ।ପାଣିଘେରରେ ୫ ପଞ୍ଚାୟତର ୧୦ ହଜାରରୁ ଅଧିକ ଲୋକ । ବାଲିଆପାଳ-ଭୋଗରାଇ-ରସଲପୁର ରାସ୍ତାରେ ଯୋଗାଯୋଗ ବିଛିନ୍ନ ।

ଧାମନଗରରେ ବନ୍ୟା, ୨ ଦିନ ସ୍କୁଲ୍ ଓ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ। ହସନାବାଦ ଓ ଅର୍ଜୁନପୁର ପଞ୍ଚାୟତର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର ଛୁଟିବ । ଅର୍ଜୁନପୁର, ହସନାବାଦ, ସୋହଡା ଓ ପଧାନୀ ଅଂଚଳର ୨୫ ସ୍କୁଲ୍ ବନ୍ଦ । ଆଖୁଆପଦା ଠାରେ ୧୮.୮୬ ମି. ଉପରେ ବୈତରଣୀ ନଦୀର ବନ୍ୟାଜଳ । ଭଣ୍ଡାରିପୋଖରୀର କଣ୍ଟିଘାଇ ନିକଟରେ ଚାଷ ଜମିରେ ପଶୁଛି ବନ୍ୟା ଜଳ । ଧାମନଗର ମଲ୍ଲିମାହାରା ଓ ଗୌରାଙ୍ଗପୁର ଏସ୍‌କେପ୍ ଦେଇ ବନ୍ୟା ଜଳ ପ୍ରବେଶ ।

Flood Water subrarekha Rekha is swelling Baitarani is growing

ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ବ୍ରାହ୍ମଣୀ ନଦୀରେ ବନ୍ୟା। ଜାଙ୍ଗଳା ନିକଟ ସିଆ ଜୋର ବ୍ରିଜ୍ ଉପରେ ଆଣ୍ଠୁଏ ଉଚ୍ଚର ପାଣି । ଜାଙ୍ଗଳା, ଯାକେଇକେଲା ଓ ଲଲେଇ ଅଂଚଳ ପ୍ରଭାବିତ । ଯାତାୟତ ଠପ୍, ଏକର ଏକର ଧାନ ଜମିରେ ପଶିଲା ପାଣି ।

ବୈତରଣୀର ଶାଖା କାଣୀ ନଦୀରେ ୨୦ ଫୁଟ୍ ଘାଇ । ଅହିୟାସ ବଜାର କସ୍‌ପା ପଞ୍ଚାୟତ ଦରଘା ନିକଟରେ ଘାଇ । ଦଶରଥପୁର ବ୍ଲକର ୪ଟି ପଞ୍ଚାୟତ ଘାଇ ଦ୍ୱାରା ପ୍ରଭାବିତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+