ସତର୍କ ସଙ୍କେତ ଉପରେ ବୈତରଣୀ ନଦୀର ବନ୍ୟାଜଳ। ଆଖୁଆପଦା ଆନିକଟ ନିକଟରେ ୧୮.୧୨ ମିଟରରେ ପ୍ରବାହିତ ବନ୍ୟାଜଳ । ସତର୍କ ସଂକେତ ୧୭.୮୩ ମିଟର ଥିବା ବେଳେ ବିପଦ ସଂକେତ nbsp;୧୮.୩୩ nbsp;ରହିଛି।