ଯାତ୍ରୀବାହୀ ବିମାନ ହେଲା କ୍ରାସ୍, ୧୧୦ ଜଣ ଯାତ୍ରୀ କରୁଥିଲେ ଯାତ୍ରା
Kazakhstan Plane Crash: କାଜାଖସ୍ତାନରେ ପ୍ଲେନ୍ କ୍ରାସ୍ । ଅକତାଉରେ ଜରୁରୀ ଅବତରଣ ପୂର୍ବରୁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଦୁର୍ଘଟଣାର ଶିକାର ହୋଇଥିବା ବିମାନଟି ଆଜବୈଜାନ ଏୟାରଲାଇନ୍ସର ବୋଲି ସୂଚନା ରହିଛି । ବିମାନରେ ୧୧୦ ଜଣ ଯାତ୍ରୀଙ୍କୁ ନେଇ ବାକୁରୁ ଗ୍ରଜନୀକୁ ଯାତ୍ରା କରୁଥିଲା । ଜରୁରୀ ଅବତରଣ ଅନୁମତି ମାଗିବାର କିଛି ସମୟ ପରେ ପ୍ଲେନ୍ କ୍ରାସ୍ ହୋଇଛି ।













Click it and Unblock the Notifications