ଅଶାନ୍ତ ସମୁଦ୍ର ! ଧାମରା ମୁହାଣରେ ଫଶିଲା ୨ ଟ୍ରଲର
Trawler Stranded On Dhamara: ବାତ୍ୟା 'ଦାନା' ପାଇଁ ଧାମରା ବନ୍ଦରରେ ଫସିଲା ୨ ଟ୍ରଲର । ବାତ୍ୟାା ଲ୍ୟାଣ୍ତଫଲ୍ ପ୍ରକ୍ରିୟା ଶେଷ ହୋଇଛି ହେଲେ ଏବେ ମଧ୍ୟ ଅନେକ ସ୍ଥାନରେ ବର୍ଷା ପବନ ଲାଗି ରହିଛି। ଏବେ ବି ଅଶାନ୍ତ ରହିଛି ସମୁଦ୍ର । ଏହାରି ମଧ୍ୟରେ ସମୁଦ୍ର ମୁହାଣରେ ଫଶିଛି ଟ୍ରଲର, ତେବେ ଦୁଇଟି ଟ୍ରଲର ପଶ୍ଚିମବଙ୍ଗର ବୋଲି ସୂଚନା ରହିଛି । ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି ।













Click it and Unblock the Notifications