ଜୁନ ୧୬ ତାରିଖ ପର୍ଯ୍ୟନ୍ତ ମାଛ ଧରି ପାରିବେନି ମତ୍ସ୍ୟଜୀବୀ

ନଦୀ ,ସମୁଦ୍ରରେ ମାଛ ଧରିବା ଉପରେ ଲାଗିଲା ୬୧ ଦିନିଆ କଟକଣା । ମାଛ ମାନଙ୍କ ବଂଶ ବୃଦ୍ଧି ପାଇଁ ନଦୀ ସମୁଦ୍ରରୁ ମାଛ ଧରି ପାରିବେନି ମତ୍ସ୍ୟଜୀବୀ । ନଦୀ ଏବଂ ସମୁଦ୍ରରୁ ଜୁନ ୧୬ ତାରିଖ ପର୍ଯ୍ୟନ୍ତ ମାଛ ଧରି ପାରିବେନି ମତ୍ସ୍ୟଜୀବୀ । ମାଛ ଧରିବା ଉପରେ କଟକଣା ଲଗାଇଲେ ରାଜ୍ୟ ସାମୁଦ୍ରିକ ମତ୍ସ୍ୟ ବିଭାଗ । ପ୍ରତେକ ବର୍ଷ ଏପ୍ରିଲ ୧୫ ତାରିଖ ଠାରୁ ଜୁନ ୧୬ ତାରିଖ ଯାଏ ଏହିକଟକଣା ସମୁଦ୍ର ଏବଂ ନଦୀ ଉପରେ ଲାଗିଥାଏ । ଏହାର ମୁଖ୍ୟ କାରଣ ହେଲା ଏହି ସମୟରେ ମାଛ ମାନଙ୍କ ବଂଶବୃଦ୍ଧି ସମୟ ହୋଇଥାଏ ।

Fishermen

ଏହି ସମୟରେ ମାଛ ମାନଙ୍କ ଶାରୀରିକ ଅଭିବୃଦ୍ଧି ହୋଇଥାଏ ,ଏବଂ ମାଛ ମାନେ ପ୍ରଜନନ ପାଇଁ ସକ୍ଷମ ହୋଇଥାନ୍ତି । ମାଛ ମାନଙ୍କ ବଂଶ ବୃଦ୍ଧି ହେଲେ ମତ୍ସ୍ୟଜୀବୀ ମାନଙ୍କ କୁଳ ବେଉସା ବଂଚି ରହିବ । ୬୧ ଦିନିଆ କଟକଣା ଜାରି ହେବା ପରେ ଅସ୍ତରଙ୍ଗ ନିକଟ ଦେବୀ ନଦୀର ବିଭିନ୍ନ ଘାଟରେ ଜାଲ ,ଡଙ୍ଗା ଗୁଡିକ ବନ୍ଧା ହୋଇ ରହିଥିବା ଦେଖିବାକୁ ମିଳିଛି । ଏହାସହ ଦେବୀ ନଦୀ ଶୁନଶାନ ହୋଇ ପଡିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+