ଓଡ଼ିଶାରେ ହେବ ମତ୍ସ୍ୟ ଓ ପଶୁସମ୍ପଦ ବିଶ୍ବ ବିଦ୍ୟାଳୟ: ଗୋକୁଳାନନ୍ଦ ମଲ୍ଲିକ

ଓଡ଼ିଶାରେ ହେବ ମତ୍ସ୍ୟ ଓ ପଶୁସମ୍ପଦ ବିଶ୍ବ ବିଦ୍ୟାଳୟ। ସୂଚନା ଦେଲେ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ସମ୍ବଲପୁରରେ ୧୦୦ ଏକର ଜମିରେ ହେବ ଆକୁଆ ପାର୍କ । ମଧୁର ମାଛ ଉତ୍ପାଦନରେ ଆତ୍ମନିର୍ଭର ଓଡ଼ିଶା ସାରା ଦେଶରେ ନଂ ୪ ।ଆଗାମୀ ୩ ବର୍ଷରେ ମଧୁର ମାଛ ରପ୍ତାନି ଲକ୍ଷ୍ୟ, ପ୍ରୋତ୍ସାହନ ଦିଆଯିବ ।

Gokulananda Mallik
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+