ବନବିଭାଗ ଟିମ ଉପରକୁ ଗୁଳିମାଡ଼ !

Odisha Crime News: ବନବିଭାଗ ଟିମ ଉପରକୁ ଗୁଳିମାଡ଼ କରିଥିବା ନେଇ ସୂଚନା ରହିଛି । ଏପରି ଘଟଣା ମୁନିଗୁଡ଼ା ବନାଞ୍ଚଳ ଜାରପା ଅଞ୍ଚଳରେ ଘଟିଛି,ଯେଉଁଠି ଚଢାଉ ବେଳେ କିଛି ଦୁର୍ବୃତ୍ତ ହଟାତ୍ ଗୁଳିମାଡ କରିଥିଲେ, ଫଳରେ ବନ ବିଭାଗ ଦଳ ଗାଡ଼ିର କାଚ ଭାଙ୍ଗି ଯାଇଛି । ୪ ରାଉଣ୍ତ ଗୁଳି ଚାଳାଯାଇଥିବା ନେଇ ସୂଚନା ରହିଛି ।

Odisha Crime News

ଖାସକଥା ହେଲା ଏହି ଆକ୍ରମଣରେ କେହି ଆହତ ହୋଇ ନାହାଁନ୍ତି । ତେବେ ହାତୀ ଦାନ୍ତ ଚୋରା ଚଲାଣ ବଷୟରେ ଖବର ପାଇବା ପରେ ବନ ବିଭାଗ ଚଢାଉ କରିଥିଲା । ପୂର୍ବରୁ ପୋଲିସ ୫ଜଣଙ୍କୁ ଗିରଫ କରିଛି ଏବଂ ଅଧିକ ତଦନ୍ତ କରିବା ପାଇଁ ଉକ୍ତ ସ୍ଥାନରେ ପହଞ୍ଚିଥିଲା ବନ ବିଭାଗ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+