ସମସ୍ତ କ୍ଲବ୍, ପବ୍ରେ ଫାୟାର ସେଫ୍ଟି ସିକ୍ୟୁରିଟି ଯାଞ୍ଚ କରିବାକୁ ନିର୍ଦ୍ଦେଶ
ସମସ୍ତ କ୍ଲବ୍, ପବ୍ରେ ଫାୟାର ସେଫ୍ଟି ସିକ୍ୟୁରିଟି ଯାଞ୍ଚ କରିବାକୁ ନିର୍ଦ୍ଦେଶ। ରାଜଧାନୀ ସମେତ ରାଜ୍ୟର ସମସ୍ତ କ୍ଲବ୍, ପବ୍ରେ ଯାଞ୍ଚ ନିର୍ଦ୍ଦେଶ । ଫାୟାର ସେଫ୍ଟି ସୁରକ୍ଷା ଯାଞ୍ଚ କରିବାକୁ ଅଗ୍ନିଶମ ଡିଜିଙ୍କ ନିର୍ଦ୍ଦେଶ ।

ଗୋଆ ନାଇଟ୍ କ୍ଲବ୍ ଦୁର୍ଘଟଣା ପରେ ଓଡ଼ିଶା ଅଗ୍ନିଶମ ବାହିନୀର ପଦକ୍ଷେପ ନେଇଛି । ୧୦୦ ଜଣ କ୍ଷମତା ବିଶିଷ୍ଟ ରେସ୍ତୋରାଁ ଚେକିଂ କରିବାକୁ ମଧ୍ୟ ନିର୍ଦ୍ଦେଶ ।












Click it and Unblock the Notifications