ରାଉରକେଲାରେ ଭୟାନକ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ପ୍ଲାଷ୍ଟିକ ପାଇପ୍‌‌ ପୋଡ଼ି ପାଉଁଶ

ରାଉରକେଲା ଉଦିତନଗର ହାଇସ୍କୁଲ ପଡ଼ିଆରେ ଭୟଙ୍କର ଅଗ୍ନିକାଣ୍ଡ ।

ରାଉରକେଲା: ରାଉରକେଲା ଉଦିତନଗର ହାଇସ୍କୁଲ ପଡ଼ିଆରେ ଭୟଙ୍କର ଅଗ୍ନିକାଣ୍ଡ । ପଡ଼ିଆରେ ଥିବା ଲକ୍ଷାଧିକ ଟଙ୍କାର ପ୍ଲାଷ୍ଟିକ ପାଇପ୍‌‌ ପୋଡ଼ି ପାଉଁଶ ।

ରାଉରକେଲା ଅଗ୍ନିକାଣ୍ଡ

ଘଟଣାସ୍ଥଳରେ ୪ଟି ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଥିବା ସୂଚନା ରହିଛି । ତେବେ ନିଆଁ ଲାଗିବାର କାଣର ଏବେ ସୁଦ୍ଧା ଅସ୍ପଷ୍ଟ ରହିଛି । ଉଦ୍ଧାର ଓ ନିଆଁ ଲଗା କାର୍ଯ୍ୟରେ ୨ଟି ଜେସିବି ନିୟୋଜିତ ହୋଇଛନ୍ତି ।

ରାଉରକେଲା ଅଗ୍ନିକାଣ୍ଡ
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+