ବର୍ତ୍ତମାନ ରାଜ୍ୟରର ନିଆଁର ସ୍ଥିତି ଆୟର୍ତ୍ତାଧୀନ ରହିଛି: ଟାସ୍କ ଫୋର୍ସ ମୁଖ୍ୟ
ବର୍ତ୍ତମାନ ରାଜ୍ୟରର ନିଆଁର ସ୍ଥିତି ଆୟର୍ତ୍ତାଧୀନ ରହିଛି ଏବଂ ଜଙ୍ଗଲ ନିଆଁକୁ ପ୍ରଶମିତ ଓ ହ୍ରାସ କରିବା ପାଇଁ ସମସ୍ତ ପ୍ରକାର ସରକାରୀ ପ୍ରରେଷ୍ଟା ଜାରି ରହିଛି ବୋଲି କହିଛନ୍ତି ଟାସ୍କ ଫୋର୍ସ ମୁଖ୍ୟ ସନ୍ଦୀପ ତ୍ରିପାଠୀ ।
ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରର ନିଆଁର ସ୍ଥିତି ଆୟର୍ତ୍ତାଧୀନ ରହିଛି ଏବଂ ଜଙ୍ଗଲ ନିଆଁକୁ ପ୍ରଶମିତ ଓ ହ୍ରାସ କରିବା ପାଇଁ ସମସ୍ତ ପ୍ରକାର ସରକାରୀ ପ୍ରରେଷ୍ଟା ଜାରି ରହିଛି ବୋଲି କହିଛନ୍ତି ଟାସ୍କ ଫୋର୍ସ ମୁଖ୍ୟ ସନ୍ଦୀପ ତ୍ରିପାଠୀ ।

ସମସ୍ତ କ୍ଷେତ୍ର କର୍ମଚାରୀ, ODRAF, PRI କର୍ମଚାରୀ, ବନ ସୁରକ୍ଷା ସମିତି ଏବଂ ସ୍ଥାନୀୟ ଲୋକମାନେ ଦିନ ରାତି ସେମାନଙ୍କର ପ୍ରରେଷ୍ଟା ଜାରି ରଖିଛନ୍ତି । ସ୍ୱଳ୍ପ ମାତ୍ରାର ବର୍ଷା ହୋଇଥିଲେ ମଧ୍ୟ, ଅତ୍ୟଧିକ ଗ୍ରୀଷ୍ମ ପାଗ ସହିତ ଅଧିକ ତାପମାତ୍ରା ଓ କମ ଆଦ୍ରତା ଅନୁଭୂତ ହେଉଥିବାରୁ ନିଆଁ ବିସ୍ତାରକୁ ଏହି ପାଗ ଅନୁକୂଳ କରିଛି ବୋଲି ସେ କହିଛନ୍ତି ।
ଆବଶ୍ୟକ ସ୍ଥଳେ Hot Spot ଏବଂ ଅଗ୍ନି ସମ୍ବେଦନଶୀଳ ଅଞ୍ଚଳରରେ ଲାଗିଥିବା କ୍ରମାଗତ ନିଆଁକୁ ପ୍ରଶମନ କରିବା ପାଇଁ ପ୍ରାଥମିକତା ଭିର୍ତ୍ତିରେ ପୂର୍ଣ୍ଣ ସତର୍କତାର ସହିତ କ୍ଷେତ୍ର କର୍ଚାରୀମାନେ ସଜାଗ ଥିବା ସନ୍ଦିପ ତ୍ରିପାଠୀ କହିଛନ୍ତି ।












Click it and Unblock the Notifications