ମାଲବାହୀ ଟ୍ରେନ୍‌ର ୨ଟି ବଗିରେ ଅଗ୍ନିକାଣ୍ଡ; ଚଳନ୍ତା ଟ୍ରେନ୍‌ରେ ନିଆଁ ଲାଗିଥିବା ଦେଖିଥିଲେ ଲୋକେ

ଏକ ମାଲବାହୀ ଟ୍ରେନ୍‌ର ୨ଟି ବଗିରେ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ଧାମରାରୁ ଖଡ଼ଗପୁର ଆଡ଼କୁ ଯାଉଥିବା ବେଳେ ଅଗ୍ନିକାଣ୍ଡ ହୋଇଛି ।

ଚଳନ୍ତା ଟ୍ରେନ୍‌ରେ ନିଆଁ ଲାଗିଥିବା ଦେଖିଥିଲେ ସ୍ଥାନୀୟ ଲୋକେ । ଲୋକେ ଦେଖି ଷ୍ଟେସନ୍‌କୁ ଖବର ଦେବା ପରେ ସୋରରେ ଟ୍ରେନ୍‌ ଅଟକ ରହିଥିଲା । ଟ୍ରେନ୍‌ ଅଟକାଇ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି । ତେବେ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ସ୍ପଷ୍ଟ ହୋଇନି ।

Fire in goods train
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+