Get Updates
Get notified of breaking news, exclusive insights, and must-see stories!

କଟକର ଘରୋଇ ହସ୍ପିଟାଲରେ ଭୟାନକ ଅଗ୍ନିକାଣ୍ଡ, କ୍ଷୟକ୍ଷତିର ମିଳିନି ସୂଚନା

କଟକ କନିକା ଛକ ସ୍ଥିତ ସନ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ । ଡାକ୍ତଖାନାର ଉପର ମହଲାରେ ଲାଗିଛି ନିଆଁ । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଥିବାବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

କଟକ: ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ । କଟକ କନିକା ଛକ ସ୍ଥିତ ସନ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ । ଡାକ୍ତଖାନାର ଉପର ମହଲାରେ ଲାଗିଛି ନିଆଁ । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଥିବାବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

sun hospital fire

ତେବେ ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଅନ୍ୟପକ୍ଷରେ ନିଆଁ ଯୋଗୁଁ ଚାରିଆଡେ ଧୂଆଁର ବାତାବରଣ ଖେଳିଯାଇଛି । ଯୁଆଡେ ଦେଖିବ ଖାଲି ଧୂଆଁ ହିଁ ଧୂଆଁ ଦେଖିବାକୁ ମିଳିଛି । ଫଳରେ ନିଆଁକୁ ଆୟତ କରିବା କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ତେବେ ଅଗ୍ନିକାଣ୍ଡରେ କ୍ଷୟକ୍ଷତି ନେଇ ଏଯାବତ୍ କିଛି ସୂଚନା ମଳିପାରି ନାହିଁ ଏବଂ ମେଡିକାଲରେ ଥିବା ରୋଗୀଙ୍କୁ ସୁରକ୍ଷିତ ଭାବେ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି ।

sun hospital fire

ଅଗ୍ନିଶମ ବିଭାଗର ଅଧିକାରୀମାନେ ଡାକ୍ତରଖାନା ବିଲଡିଂ ଉପକୁ ଚଢ଼ି ନିଆ ଲାଗିଥିବା ସ୍ଥାନରେ ପାଣି ପକାଉଛନ୍ତି । କଟକ ଡିସିପି ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଯେପରି କୌଣସି ବ୍ୟକ୍ତିଙ୍କ ଜୀବନ ନଷ୍ଟ ନହୁଏ ତାକୁ ଗୁରୁତ୍ୱ ଦିଆଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+