ଗହଣା ଦୋକାନରେ ଭୟାବହ ଅଗ୍ନିକାଣ୍ଡ

କଟକ : କଟକ ନିମଚୌଡ଼ିର ଏକ ଗହଣା ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ୨ଟି ଦମକଳ ବାହିନୀ ଦ୍ୱାରା ନିଆଁକୁ ଆୟତ୍ତ ପାଇଁ ଚାଲିଛି ଉଦ୍ୟମ । ଗହଣା ଦୋକାନରେ କିପରି ନିଆଁ ଲାଗିଲା ତାହା ଏପର୍ଯ୍ୟନ୍ତ ହୋଇନି ସ୍ପଷ୍ଟ । ସୂଚନାନୁସାରେ କଟକ ଜିଲା ନିମଚଉଡ଼ିସ୍ଥିତ ଓମ୍ ଅଳଙ୍କାର ନାମକ ଗହଣା ଦୋକାନରେ ସୋମବାର (ଫେବୃୟାୀ୫ ) ରେ ଅଗ୍ନିକାଣ୍ଡ ଘଟିଛି ।

Cuttack fire

ନିଆଁ ଲାଗିବାର ଖବର ପାଇ ବକ୍ସିବଜାର ଦମକଳ ବାହିନୀ ଘଟଣାସ୍ଥଳରେ ତୁରନ୍ତ ପହଁଞ୍ଚିଥିଲା । ଜିଲା ଅଗ୍ନିଶମ ଅଧିକାରୀ ସଞ୍ଜୀବ ବେହେରାଙ୍କ ନେତୃତ୍ୱରେ ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି । ଅଗ୍ନିକାଣ୍ଡର କାରଣ ଏଯାବତ୍ ଜଣାପଡ଼ିନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+