ପୁଣି ଭୁବନେଶ୍ୱର କେଶରୀ ମଲରେ ଲାଗିଲା ନିଆଁ

ଭୁବନେଶ୍ୱର କେଶରୀ ମଲ୍‌ରେ ପୁଣି ଅଗ୍ନିକାଣ୍ଡ ଘଟିଛି। ପ୍ରଥମ ଓ ଦ୍ୱିତୀୟ ମହଲାରେ ନିଆଁ ଲାଗିଥିବା ସୂଚନା ମିଳିଛି।

ଭୁବନେଶ୍ୱର: ଭୁବନେଶ୍ୱର କେଶରୀ ମଲ୍‌ରେ ପୁଣି ଅଗ୍ନିକାଣ୍ଡ ଘଟିଛି। ପ୍ରଥମ ଓ ଦ୍ୱିତୀୟ ମହଲାରେ ନିଆଁ ଲାଗିଥିବା ସୂଚନା ମିଳିଛି।

Fire

ତେବେ ଦୋକାନରେ ଥିବା ଏକ ଫ୍ୟାନରେ ସଟସର୍କିଟ୍ କାରଣରୁ ନିଆଁ ଲାଗିଥିବା କୁହାଯାଉଛି । ଫ୍ୟାନରେ ଥିବା ମୋଟର ଏବଂ ପ୍ଲାଷ୍ଟିକ୍ ଅଂଶ ଜଳିଯାଇଛି । ନିଆଁ ଲାଗିବା ପରେ ସମ୍ପୁର୍ଣ୍ଣ ମଲ ଧୁଆଁମୟ ହୋଇଯାଇଥିଲା । ଏବେ ନିଆଁକୁ ଆୟତ କରାଯାଇଥିବା ସୂଚନାରୁ ଜଣାପଡିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+