କୋଇଲା ଟ୍ରେନରେ ଲାଗିଲା ନିଆଁ, କରାଣ ଅସ୍ପଷ୍ଟ

ଆଠଗଡ଼:କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ । ରାଧାକିଶୋରପୁର ଷ୍ଟେସନରେ ଛିଡା ହୋଇଥିବା ବେଳେ ଟ୍ରେନର ନିଆଁ ଲାଗିଛି । ବର୍ତ୍ତମାନ ପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ଅଗ୍ନିବାହିନୀ ଦ୍ୱାରା ନିଆଁ ଆୟତ୍ତ କରାଯାଇଛି ।

train
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+