Get Updates
Get notified of breaking news, exclusive insights, and must-see stories!

ପାରାଦୀପ IOCL ତେଲ ଡିପୋରେ ଅଗ୍ନିକାଣ୍ଡ

ପାରାଦୀପ ଆଇଓସିଲ ତେଲ ଡିପୋରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ୨ଟି ଦମକଳ ଗାଡ଼ି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଥିବା ଜଣାପଡିଛି ।

ପାରାଦୀପ: ତେଲ ଡିପୋରେ ନିଆଁ । ପାରାଦୀପ ଆଇଓସିଲ ତେଲ ଡିପୋରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ୨ଟି ଦମକଳ ଗାଡ଼ି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଥିବା ଜଣାପଡିଛି ।

IOCL oil depot

ବାଉରିଆପାଳନ୍ଦା ଆଇଓସିଏଲ ତେଲ ଡିପୋରେ ଅଗ୍ନିକାଣ୍ଡ ଘଟିଛି । ଟ୍ରେନ୍ ସ୍ପାର୍କିଂରୁ ନିଆଁ ଲାଗିଥିବା ସୂଚନା ମିଳିଛି। ଡିପୋ ଭିତରେ ଏକ ଟ୍ରେନରେ ତେଲ ଲୋଡିଂ ସରିବା ପରେ ଟ୍ରେନ ଷ୍ଟାର୍ଟ ସମୟରେ ସ୍ପାର୍କିଂ ହୋଇଥିଲା। ଫଳରେ ନିକଟରେ ଯାଇଥିବା ପେଟ୍ରୋଲ ପଏଣ୍ଟରେ ନିଆଁ ଲାଗି ଯାଇଥିଲା ।

ସଙ୍ଗେ ସଙ୍ଗେ ପାରାଦୀପ ଆଇଓସିଏଲର ଅଗ୍ନିଶମ ବିଭାଗ, ଓଡ଼ିଶା ଅଗ୍ନିଶମ ବିଭାଗ ଓ ଟର୍ମିନାଲର ଅଗ୍ନିଶମ ଗାଡ଼ି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି । ଏହି ଅଗ୍ନିକାଣ୍ଡରେ ପେଟ୍ରୋଲ ପାଇପଲାଇନ୍ କ୍ଷତିଗ୍ରସ୍ତ ହୋଇଥିବା ବେଳେ କେତେ ପରିମାଣର କ୍ଷୟକ୍ଷତି ହୋଇଛି ତାହାର ସଠିକ୍ ତଥ୍ୟ ମିଳିପାରିନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+