କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଅଗ୍ନିକାଣ୍ଡ

କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ଶୁକ୍ରବାର ଏକ ବଡ ଅଘଟଣ ଘଟିଛି । ଶିଶୁ ଯତ୍ନ ୟୁନିଟରେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି ଏଥିରେ ଅନେକ ଶିଶୁ ଗୁରୁତର ହୋଇଛନ୍ତି।

Medical

ଘଟଣାସ୍ଥଳରେ ଉପଜିଲ୍ଲାପାଳ, ଅଗ୍ନିଶମ ବିଭାଗ ଓ ହସ୍ପିଟାଲ କର୍ତ୍ତୃପକ୍ଷ ଉପସ୍ଥିତ ରହିଛନ୍ତି। ଅଗ୍ନିଶମ କର୍ମଚାରୀ ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି। ମାତୃ ଓ ଶିଶୁ ବିଭାଗ ଏସଏନସିୟୁରେ ନିଆଁ ଲାଗିଥିବାରୁ ସେଠାରୁ ନବଜାତଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+