ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ନାଁରେ ଥାନାରେ ଏତଲା, ଜାଣନ୍ତୁ କାହିଁକି

ଝାରସୁଗୁଡ଼ାର ପୂର୍ବତନ ବିଧାୟକ ଦିପାଳି ଦାସ ଓ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କ ନାଁରେ ଏତଲା । ସମ୍ବଲପୁର ସ୍ଥିତ ଠେଲକୁଲି ଥାନାରେ ଏତଲା ଦେଲା ଏନ୍ଏଲ୍‌ସି କମ୍ପାନୀ କର୍ତ୍ତୃପକ୍ଷ । ଶୁକ୍ରବାର ବିସ୍ଥାପିତଙ୍କ ସମସ୍ୟାକୁ ନେଇ ଏନ୍ଏଲ୍‌ସି କମ୍ପାନୀ ଗେଟ ସମ୍ମୁଖରେ ଧାରଣା ଦେଇଥିଲେ ।

Deepali Das

ଏହାକୁ ନେଇ ଆଜି ଏନ୍ଏଲ୍‌ସି ପକ୍ଷରୁ ଠେଲକୁଲି ଥାନାରେ ମାମଲା ଦାୟର କରିଥିଲେ । ଏହାକୁ ଆଧାର କରି ଝାରସୁଗୁଡ଼ାର ପୂର୍ବତନ ବିଧାୟକ ଦିପାଲି ଦାସ, ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କ ସମେତ ଅନ୍ୟ ୧୫ ଜଣଙ୍କ ନାମରେ ମାମଲା ଦାୟର କରିଛି ପୋଲିସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+