For Quick Alerts
Turn On Notification  
For Daily Alerts
Oneindia App Download

ଏ ବଜେଟ୍ ଆମ ସରକାରଙ୍କ ରାଜ୍ୟବାସୀଙ୍କ ପାଖରେ ଥିବା ପ୍ରତିବଦ୍ଧତାର ଏକ ପ୍ରତିଫଳନ : ନିରଞ୍ଜନ ପୂଜାରୀ

ଏହା ଏକ ବିକାଶମୂଖୀ ଓ ଜନମଙ୍ଗଳକାରୀ ବଜେଟ୍ । ଯାହା ବିଗତ 2020-21 ସଂଶୋଧିତ ଆର୍ଥିକ ବଜେଟର 26 ପ୍ରତିଶତ ଅଧିକ ଅଟେ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

|

ଭୁବନେଶ୍ବର: ଏହା ଏକ ବିକାଶମୂଖୀ ଓ ଜନମଙ୍ଗଳକାରୀ ବଜେଟ୍ । ଯାହା ବିଗତ 2020-21 ସଂଶୋଧିତ ଆର୍ଥିକ ବଜେଟର 26 ପ୍ରତିଶତ ଅଧିକ ଅଟେ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ମୋଟ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ ହୋଇଛି।

Niranjan Pujari

2023 ହକି ବିଶ୍ୱକପ୍ ପାଇଁ ଏକ ନୂତନ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ପ୍ରତିଷ୍ଠା କରାଯିବ । ଏଥିପାଇଁ 90 କୋଟି ବ୍ୟୟ ବରାଦ ହୋଇଛି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ 180 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ତେବେ ଆମ ସରକାର ସମ୍ବଳର ସୁବିନିଯୋଗ କରି ରାଜ୍ୟ ଜନସାଧାରଣଙ୍କର କଲ୍ୟାଣ,ସମୃଦ୍ଧି ଓ ବିକାଶ ନିମନ୍ତେ ଏକ ସମତୁଳ ବଜେଟ୍ ପ୍ରସ୍ତୁତ କରିଛନ୍ତି । ଆଶା ଏ ବଜେଟ୍ ଆମ ସରକାରଙ୍କ ରାଜ୍ୟବାସୀଙ୍କ ପାଖରେ ଥିବା ପ୍ରତିବଦ୍ଧତାର ଏକ ପ୍ରତିଫଳନ କରିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Finance Minister Niranjan Pujari praised Odisha budget 2021
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X