Get Updates
Get notified of breaking news, exclusive insights, and must-see stories!

ଏ ବଜେଟ୍ ଆମ ସରକାରଙ୍କ ରାଜ୍ୟବାସୀଙ୍କ ପାଖରେ ଥିବା ପ୍ରତିବଦ୍ଧତାର ଏକ ପ୍ରତିଫଳନ : ନିରଞ୍ଜନ ପୂଜାରୀ

ଏହା ଏକ ବିକାଶମୂଖୀ ଓ ଜନମଙ୍ଗଳକାରୀ ବଜେଟ୍ । ଯାହା ବିଗତ 2020-21 ସଂଶୋଧିତ ଆର୍ଥିକ ବଜେଟର 26 ପ୍ରତିଶତ ଅଧିକ ଅଟେ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ଭୁବନେଶ୍ବର: ଏହା ଏକ ବିକାଶମୂଖୀ ଓ ଜନମଙ୍ଗଳକାରୀ ବଜେଟ୍ । ଯାହା ବିଗତ 2020-21 ସଂଶୋଧିତ ଆର୍ଥିକ ବଜେଟର 26 ପ୍ରତିଶତ ଅଧିକ ଅଟେ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ମୋଟ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ ହୋଇଛି।

Niranjan Pujari

2023 ହକି ବିଶ୍ୱକପ୍ ପାଇଁ ଏକ ନୂତନ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ପ୍ରତିଷ୍ଠା କରାଯିବ । ଏଥିପାଇଁ 90 କୋଟି ବ୍ୟୟ ବରାଦ ହୋଇଛି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ 180 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ତେବେ ଆମ ସରକାର ସମ୍ବଳର ସୁବିନିଯୋଗ କରି ରାଜ୍ୟ ଜନସାଧାରଣଙ୍କର କଲ୍ୟାଣ,ସମୃଦ୍ଧି ଓ ବିକାଶ ନିମନ୍ତେ ଏକ ସମତୁଳ ବଜେଟ୍ ପ୍ରସ୍ତୁତ କରିଛନ୍ତି । ଆଶା ଏ ବଜେଟ୍ ଆମ ସରକାରଙ୍କ ରାଜ୍ୟବାସୀଙ୍କ ପାଖରେ ଥିବା ପ୍ରତିବଦ୍ଧତାର ଏକ ପ୍ରତିଫଳନ କରିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+