HDFC, ICICI, ଆକ୍ସିସ ବ୍ୟାଙ୍କ ନେଇ ଅର୍ଥ ବିଭାଗର ସ୍ପଷ୍ଟୀକରଣ

HDFC, ICICI, AXIS ବ୍ୟାଙ୍କ ନେଇ ଅର୍ଥବିଭାଗର ସ୍ପଷ୍ଟୀକରଣ । ଏହି 3 ବ୍ଯାଙ୍କ ସହ ସରକାର ନେଣଦେଣ ଜାରି ରହିବ । ସମସ୍ତ ବିଭାଗକୁ ଚିଠି ଲେଖି ସୂଚନା ଦେଲେ ଅର୍ଥ ବିଭାଗ ପ୍ରମୁଖ ସଚିବ । ଏହି 3 ବ୍ଯାଙ୍କ ଆକାଉଣ୍ଟ ଅନ୍ୟତ୍ର ଖୋଲିବା ଦରକାର ନାହିଁ ବୋଲି କହିଲେ ଅର୍ଥବିଭାଗ ।

PRIVATE BANK

ପ୍ରକାଶ ଥାଉକି, ଏହି 3 ଘରୋଇ ବ୍ୟାଙ୍କ ସହ ବ୍ୟବସାୟିକ ଓ ଜମା କାରବାର କରିବେନି ବୋଲି ସରକାର କହିଥିଲେ । ବ୍ୟାଙ୍କ ମାନଦଣ୍ଡ ପୂରଣ ନକରିବା ଓ ଗତ 2ବର୍ଷରେ ସରକାରଙ୍କ କିଛି ପ୍ରମୁଖ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଭଲ ପ୍ରଦର୍ଶନ ନଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+